PRIZES to win! PROMOTIONS

Close Notification

Your cart does not contain any items

Desha Bikashare Krushi O Samabaya

Pratap Chandra Samal

$47.95   $40.56

Paperback

Not in-store but you can order this
How long will it take?

QTY:

Oriya
Black Eagle Books
04 August 2025
୧୯୯୦ ମସିହାରୁ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣୀତ ହୋଇଥିଲି । ତତ୍]ପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶକୁ ପାଥେୟ କରି ବିଜୁ ଜନତା ଦଳରେ କଟକ ଜିଲ୍ଲାର ସାଧାରଣ ସଂପାଦକ ରୂପେ ଯୋଗଦେବା ସଙ୍ଗେ ସଙ୍ଗେ ବିଭିନ୍ନ ସମବାୟ ଅନୁଷ୍ଠାନର ପରିଚାଳନା ପରିଷଦରେ ସ୍ଥାନ ପାଇଲି । ସମବାୟ କ୍ଷେତ୍ରରେ ବିଶେଷ ଜ୍ଞାନ ଆରୋହଣ କରିବା ପାଇଁ ବିଭିନ୍ନ ରାଜ୍ୟ ଗ୍ରସ୍ତ କରିଥିଲି । ବିଭିନ୍ନ ସୂତ୍ରରୁ ଆହୋରଣ କରିଥିବା ଜ୍ଞାନକୁ ପାଥେୟ କରି କିଛି ସମବାୟଭିତ୍ତିକ ଅନୁଚ୍ଛେଦ ଗୁଡ଼ିକ ଲେଖି ବିଭିନ୍ନ ଖବର କାଗଜ ମାନଙ୍କରେ ପ୍ରକାଶନ ପାଇଁ ଚେଷ୍ଟା କରିବାରୁ ସେଗୁଡ଼ିକ ବିଭିନ୍ନ ସମୟରେ ଦୈନିକ ଖବର କାଗଜ ଯଥା - ସମାଜ, ସମ୍ବାଦ, ପ୍ରଗତିବାଦୀ, ଧରିତ୍ରୀ, ସକାଳ ଓ ଓଡ଼ିଶା ଏକ୍ସପ୍ରେସ୍]ରେ ପ୍ରକାଶ ପାଇଥିଲା। ସେହି ଅନୁଚ୍ଛେଦଗୁଡ଼ିକୁ ଏକତ୍ର କରି ୨୦୨୩ ମସିହା ଜାତୀୟ ସମବାୟ ସପ୍ତାହରେ 'ଅର୍ଥନୀତିରେ ସମବାୟ' ନାମକ ଏକ ସମବାୟଭିତ୍ତିକ ପୁସ୍ତକ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ସମବାୟ ମନ୍ତ୍ରୀ ଅତନୁ ସବ୍ୟସଚୀ ନାୟକ ଓ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଉପସ୍ଥିତିରେ ପୁସ୍ତକଟି ଉନ୍ମୋଚନ କରାଯାଇଥିଲା । ଚଳିତବର୍ଷ ମଧ୍ୟ ଦୁଇଖଣ୍ଡ ପୁସ୍ତକ ଯଥା 'ଦେଶ ବିକାଶରେ କୃଷି ଓ ସମବାୟ' (ଓଡ଼ିଆ ଭାଷାରେ) ଓ 'Golden Opportunities in Co-Operative' (ଇଂରାଜୀ ଭାଷାରେ) ଜାତୀୟ ସମବାୟ ସପ୍ତାହ-୨୦୨୪ରେ ପ୍ରକାଶ ପାଉଅଛି । ଦୁଇଟିଯାକ ପୁସ୍ତକ ସମସ୍ତ ବନ୍ଧୁମାନଙ୍କର ଶୁଭମନାସୀ ଭଗବାନ୍ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଦତଳେ ଉତ୍ସର୍ଗ କରୁଛି ।
By:  
Imprint:   Black Eagle Books
Dimensions:   Height: 216mm,  Width: 140mm,  Spine: 22mm
Weight:   449g
ISBN:   9781645607175
ISBN 10:   1645607178
Pages:   390
Publication Date:  
Audience:   General/trade ,  ELT Advanced
Format:   Paperback
Publisher's Status:   Active

Pratap Chandra Samal was born in a rural village Patrakana, Cuttack, Odisha in 1962. His father Madan Samal was a farmer. whose annual income was insufficient for his family. He has seen and feels what poverty is very closely. By facing poverty, he completed his education M.A. in English from Sambalpur University and LL.B. from Utkal University. He joined in a college as a lecturer but left the job after four years and joined in the cooperative revolution. After visiting different states as an exposure visitor to different cooperative organizations and gained some knowledge in different co-operative sectors. He has written more than 200 articles on cooperative in Odia and English published in daily newspapers The Pioneer, Samaj, Pragativadi, Dharitri, Sakala & Odisha Express which give people immense pleasure to learn that the cooperative movement in India since its inception has been playing a crucial role in socio economic development of the country.

See Also