PERHAPS A GIFT VOUCHER FOR MUM?: MOTHER'S DAY

Close Notification

Your cart does not contain any items

Subarnasetu O Aau Ketoti Nataka

Sanghamitra Mishra

$35.95   $30.33

Paperback

Not in-store but you can order this
How long will it take?

QTY:

English
Black Eagle Books
28 July 2023
ତାଙ୍କ ପ୍ରକାଶିତ ପୁସ୍ତକଗୁଡ଼ିକ ମଧ୍ୟରେ 'ପ୍ରତୀକ୍ଷାର ଅନ୍ତିମ ପ୍ରହର', 'ପିଲାଙ୍କ ପାଇଁ ସାତୋଟି ନାଟକ' ପ୍ରଭୃତି ତାଙ୍କର ନାଟ୍ୟକୃତି । ପୂର୍ବ ନାଟକଗୁଡ଼ିକ ଭଳି 'ସୁବର୍ଣ୍ଣସେତୁ ଓ ଆଉ କେତୋଟି ନାଟକ' ପାଠକୀୟ ସ୍ୱୀକୃତି ପାଇବ ଏ ଆଶା ଆମେ କରୁଛୁ । ୨୦୦୯ ମସିହାରେ 'ବସୁଧାର ପ୍ରତିବାଦ ଓ ଅନ୍ୟାନ୍ୟ ନାଟକ' ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀର ସମ୍ମାନ ଜନକ ପୁରସ୍କାର ମଧ୍ୟ ଲାଭ କରିଛନ୍ତି ।

By:  
Imprint:   Black Eagle Books
Dimensions:   Height: 216mm,  Width: 140mm,  Spine: 12mm
Weight:   259g
ISBN:   9781645604266
ISBN 10:   1645604268
Pages:   200
Publication Date:  
Audience:   General/trade ,  ELT Advanced
Format:   Paperback
Publisher's Status:   Active

ପ୍ରଫେସର ସଂଘମିତ୍ରା ମିଶ୍ର ଓଡ଼ିଆ ସାହିତ୍ୟର ଜଣେ ସଶ୍ରଦ୍ଧ ଉଚ୍ଚାରଣ । ଓଡ଼ିଆ ନାଟକରେ ମଣିଷର ସ୍ୱାଭାବିକ ଭାବପ୍ରବଣତା, ଦ୍ୱନ୍ଦ୍ୱ, ଆବେଗ, ଭାବ-ଅଭାବର ସୂକ୍ଷ୍ମାତିସୂକ୍ଷ୍ମ ଗୋପନୀୟ ଚିତ୍ର, ଆଶା, ଆକାଙ୍]କ୍ଷା, ଜଟିଳତା, ଅବଦମିତ ଇଚ୍ଛା, ପ୍ରବୃତ୍ତିର ପ୍ରତିଫଳନ, ପ୍ରୀତି ଓ ପ୍ରତ୍ୟୟର ଯଥାର୍ଥ ରୂପାୟନ, ପାଠକ ଶ୍ରୋତା ଏବଂ ଦ୍ରଷ୍ଟାଙ୍କୁ ସବୁବେଳେ ଭାବ ବିଭୋର କରିଥାଏ । ସେ ତାଙ୍କର ସମସ୍ତ ରଚନାରେ ମଣିଷ ଜୀବନଠାରୁ ସାହିତ୍ୟକୁ ବିଚ୍ଛିନ୍ନ କରିବାର ଅପଚେଷ୍ଟା କେବେ କରିନାହାନ୍ତି । ତାଙ୍କ ରଚିତ ନାଟକର ସଂଳାପ ସଂଯୋଜନା, ଉପସ୍ଥାପନା, ଶୈଳୀ, ଗତିଶୀଳତା ତଥା ଆରୋହଣ, ଅବରୋହଣ ଏବଂ କ୍ରମ ପରିଣତି ପାଠକକୁ ଆବେଗ ଅଧୀର କରି ରଖିଥାଏ । ମଣିଷ ମନର ଘାତ-ପ୍ରତିଘାତ, ଆଘାତ ଓ ସଂଘାତକୁ ଅତି ଚମତ୍କାର ଭାବରେ ଚରିତ୍ର ଭିତରେ ଅବତାରଣା କରି ଦର୍ଶକକୁ ଆନନ୍ଦ ବିଭୋର କରି ରଖିଥାଏ ତାଙ୍କର ନାଟକ । ସତେ ଯେମିତି ସତ୍ୟର ଝଙ୍କାର ଝଙ୍କୃତ ହେଉଥାଏ ତାଙ୍କର ପ୍ରତିଟି ରଚନାରେ । ବ୍ୟକ୍ତି ଓ ବ୍ୟଷ୍ଟି ଉଭୟ ଜୀବନର ମନସ୍ତତ୍ତ୍ୱର ସଫଳ ଚିତ୍ର ଦେଖିବାକୁ ମିଳେ ତାଙ୍କର ନାଟକରେ ।ପ୍ରଫେସର ମିଶ୍ର ଏକାଧାରରେ ଜଣେ କବୀ, ପ୍ରାବନ୍ଧିକା, ନାଟ୍ୟକାର, ଗବେଷିକା, ସାହିତ୍ୟ ସମାଲୋଚିକା, ଜୀବନୀ ଓ ଫିଚର୍ ଲେଖିକା । ବାଲ୍ୟାବସ୍ଥାରୁ ସେ ମା'ଙ୍କ ଠାରୁ ଛାନ୍ଦ, ଚଉପଦୀ, ଗୀତାଭିନୟ, ସଂଗୀତ ଶିକ୍ଷାକରି ନିଜର ସାହିତ୍ୟାକାଶକୁ ସୁନୀଳ-ସବୁଜ କରି ରଖିଛନ୍ତି । ସାହିତ୍ୟ ତାଙ୍କର ପ୍ରାଣବାୟୁ । ଆବେଗଧର୍ମିତା ଓ ମନନଶୀଳ ବାଗ୍ମିତା, ସମ୍ବେଦନଶୀଳତା ଓ ସୁରୁଚି ତାଙ୍କ ସାହିତ୍ୟର ପ୍ରମୁଖ ପ୍ରସଙ୍ଗ ।ତାଙ୍କ ପ୍ରକାଶିତ ପୁସ୍ତକଗୁଡ଼ିକ ମଧ୍ୟରେ 'ପ୍ରତୀକ୍ଷାର ଅନ୍ତିମ ପ୍ରହର', 'ପିଲାଙ୍କ ପାଇଁ ସାତୋଟି ନାଟକ' ପ୍ରଭୃତି ତାଙ୍କର ନାଟ୍ୟକୃତି । ପୂର୍ବ ନାଟକଗୁଡ଼ିକ ଭଳି 'ସୁବର୍ଣ୍ଣସେତୁ ଓ ଆଉ କେତୋଟି ନାଟକ' ପାଠକୀୟ ସ୍ୱୀକୃତି ପାଇବ ଏ ଆଶା ଆମେ କରୁଛୁ । ୨୦୦୯ ମସିହାରେ 'ବସୁଧାର ପ୍ରତିବାଦ ଓ ଅନ୍ୟାନ୍ୟ ନାଟକ' ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀର ସମ୍ମାନ ଜନକ ପୁରସ୍କାର ମଧ୍ୟ ଲାଭ କରିଛନ୍ତି ।

See Also