ଦିବାକର ମିଶ୍ରଜନ୍ମ ୩ ଅଗଷ୍ଟ ୧୯୩୨ଜନ୍ମସ୍ଥାନ ବୀରପ୍ରତାପପୁର, ଜିଲ୍ଲା-ପୁରୀପୂର୍ବ ପ୍ରକାଶିତ ପୁସ୍ତକ ଦୁଇଟି ଜୀବନର ଗୋଟିଏ କାହାଣୀ (ଉପନ୍ୟାସ), ଉଦ୍]ଭାସିତ ଦିଗନ୍ତ (ନିବନ୍ଧ), ଚେନାଏ ଧରିତ୍ରୀ (ଏକ ଜନପଦର କାହାଣୀ), ଝରାଶେଫାଳୀ (ଅନୁଭୂତିର ଚିତ୍ର), ପ୍ରତୀକ୍ଷା (ଗଳ୍ପ ସଂକଳନ), ମନ ମନନ (ପ୍ରବନ୍ଧ), ଦେଶପ୍ରାଣ (ବରପୁତ୍ରମାନଙ୍କ ଜୀବନାଲେଖ୍ୟ), ବେଳାଭୂମି (ଅପରାହ୍ନର ଅନୁଚିନ୍ତା), ଓଡ଼ିଆ ସ୍ୱାଭିମାନର ଭିତ୍ତିଭୂମି (ପ୍ରବନ୍ଧ) ଓ କିଞ୍ôଚତ କଟକ ଅରୁଣୋଦୟ ନଗରର ଇତିବୃତ୍ତ।